Rasa Jamudali Lyrics Sambalpuri
Rasa Jamudali Lyrics Sambalpuri
ଲହରୀ ନାନି ମୁଇ ଲହରୀ ଲତା ତୋର ଲାଗି ସଜେଇ ହେଲି ରେ
ଚାଖି ଚାହାନି ମୋର ଗଜ ମୁକୁତା ମହ ମହ ବାସି ଗଲି ରେ
ରସ ଜାମୁ ଡାଲି ରେ ରସ ଜାମୁ ଡାଲି ରେ (ଏ ରସ ଜାମୁଡାଲି )
ମୋର ଆଖି ନୂରୁଛେ ତତେ ସାଙ୍ଗର ଜୁଲି (ତତେ ସାଙ୍ଗର ଜୁଲି )
ତୋର ଲାଗି ବନ୍ଧର ଘାଟେ ପଏରି ହଜାଲି
ତୋର ଲାଗି ଲକ୍ଷେ ଟଙ୍କା ର ଝୁମୁର ଉଡାଳି
ଲେଲେଲେଲେ ଲେ ଲେ
ରସ ଜାମୁ ଡାଲି ହାଏ ରସ ଜାମୁ ଡାଲି ରେ (ଏ ରସ ଜାମୁଡାଳି )
ମୋର ଆଖି ନୂରୁଛେ ତତେ ଗାଳରମଳି (ତତେ ଗାଳରମଳି )
ସର୍ଗି ଡଙ୍ଗ ପତ୍ରେ ଭାଙ୍ଗ
ଭଲ ଲାଗସି ରସିଆ ଥିଲେ ସାଙ୍ଗ
ସର୍ଗି ଡଙ୍ଗ ପତ୍ରେ ଭାଙ୍ଗ
ଭଲ ଲାଗସି ରସିଆ ତୁଇ ଦେଲେ ସାଙ୍ଗ
ଚାନ୍ଦର ଉଦିଆ ଚାହାନି ଚାଖି ରେ ମୋର ହସିତ ସୁହୁଲ ଅନା
ଗୁଟେ ଚାଉଲେ ଗାଢ ମୁଇ ସୁନା ମଇନା
ପାଶେ ଥିଲା ଚକା ବେନିଥି ମୋର ପାନପତରିଆ ଚିହ୍ନା
ବାଜେ ଗୁଡେ ପାଯଲ ସତେ ରୁମକୁ ଝୁମାନା
ଚଇତର ମଲି ମୁଇ ଭୁଦୋ ନିଆଳିରେ ଫଗୁନର ବଉଲି
ହଁ ଲେଲେଲେଲେ ଲେ ଲେ
ରସ ଜାମୁ ଡାଲି ହାଏ ରସ ଜାମୁ ଡାଲି (ହାଏରେ ରସ ଜାମୁଡାଳି )
ମୋର ଆଖି ନୂରୁଛେ ତତେ ସାଙ୍ଗର ଜୁଲି (ତତେ ସାଙ୍ଗର ଜୁଲି )
ଡାଳଖାଇ ରେ ଡାଳଖାଇରେ
କୁଆଁରୀ ଆଖିନେ ସପ ଭରି
ତୋର ପୀରତିର ଚେହେରା କରେ ବାଉରୀ
ତୁଇ ତ ଧନ ମନବସିଆ
ତୁଇ ତ ଧନ ମନବସିଆ ରସିଆ
ରସ ଭମର ରସ ନାଗର
ମୋର ମନ ଛିଇଁ କାଏ ଡାଳଖାଇରେ
ମନ ଚାହେଁଲା ମନ ପଏଲେ ମନ ଟା ତ ଉସତ ହେସି
ତୁଇ ମୋର କଲାଭମର ମୁଇ ତ ସୁରୁଜ ମୁଖି
ସପ୍ତାପରି ଆନି ଦେବୁରେ ପିନ୍ଧିଥିମି ତୋର ଲାଗି
ଏ ମୋର ପରଦେଶିଆ ମୁଇ ତୋର ଜରର ମାଲି
ତୋର ପୀରତିର କାଜଲ ମାଖୀ ମୁଇ ହେଲି କଲା କଜଲି
ରସ ଜାମୁ ଡାଲି ହାଏ ରସ ଜାମୁ ଡାଲି (ହାଏରେ ରସ ଜାମୁଡାଳି )
ମୋର ଆଖି ନୂରୁଛେ ତତେ ସାଙ୍ଗର ଜୁଲି (ତତେ ସାଙ୍ଗର ଜୁଲି )
No comments:
Post a Comment