Mohabat sambalpuri song lyrics || ମୋହବତ ହେଇଗଲା ରେ
ମତେ ପହେଲା ପହେଲା
ପ୍ରେମ ହେଲା ରେ
ପ୍ରେମ ହେଲା ରେ
ଗୁଟେ ସୁନ୍ଦରା ପିଲା
ଦିଳ ନେଲା ରେ
ଦିଳ ନେଲା ରେ
ତତେ ଭଲ ପାଉଛେ
ମୁଇ ତ ବୋଲି
ସାରା ଦୁନିଆ କେ
କହି ତ ଦେଲି
ତୁଇ ମୋର ଜାନ ରେ
ମୋହବତ ହେଇଗଲା ରେ
ମୋହବତ ହେଇଗଲା ରେ
ଗଲା ରେ
ମୋହବତ ହେଇଗଲା ରେ
ଦୁନିଆର ସବୁ ଖୁସି
ମୋର ପାସେ ଥିଲେ ତୁଇ
ତୁଇ ମୋର ଜାନ ଜିଗର ହେଇଛୁ ରେ
କେନ୍ତା ବୁଝାମି ରେ ତତେ
ଆକାଶ ର ତରା ଟେ ଆନି
କରିଦେମି ମଥା ରେ ବିନ୍ଦି
ମୋର ଦିଳର ଧଡକନ ଥି ତତେ
ଆ ଛୁପେଇ ନେମି ମୁଇ
ତତେ ଭଲ ପାଉଛେ
ମୁଇ ତ ବୋଲି
ସାରା ଦୁନିଆ କେ
କହି ତ ଦେଲି
ତୁଇ ମୋର ରାଜା ରେ
ମୋହବତ ହେଇଗଲା ରେ
ମୋହବତ ହେଇଗଲା ରେ
ଗଲା ରେ
ମୋହବତ ହେଇଗଲା ରେ
ଦିଳ ର ଜେଲ ଖାନ ଥି
ମତେ କରିଦେ ଲବ ଶ।ୟରି
ସାରା ଜୀବନ ହେଇ ଯାଉ ସଜା
ମୁଇ ହସି ହସି ସହି ଜିମି
ହାଏ ତୋର ହଲକା ହଲକା ଛୁଆଁ ଥି
ଆର ଟିକେ ମହକି ଗଲି
ତୋର ଧଙ୍ଗରା ପ୍ରେମ ରସିଆ
ତୋର ମହକେ ରସି ଗଲି
ତତେ ପ୍ରେମ ହେଇଛେ
ବୋଲି ରେ ଆଜି
ତୋର ପ୍ରେମ ଧୁନ ଥି
ଯାଇଛେ ହଜି
ତୁଇ ଖାଲି ମୋର ଲାଗି ରେ
ମୋହବତ ହେଇଗଲା ରେ
ମୋହବତ ହେଇଗଲା ରେ
ଗଲା ରେ
ମୋହବତ ହେଇଗଲା ରେ

No comments:
Post a Comment