ସଜନି କାଣା ହେଇଗଲା କାଣା ହେଇଗଲା
ପହେଲା ପହେଲା ଦେଖୁଥିଲୁ ଯେ ଲାଜେ ହେଉଥିଲୁ ଲାଜେ ହେଉଥିଲୁ
ସାଙ୍ଗ ସାଥିର ଭିଲେ ଚହରା ଦେଇ ଲୋ ହସି ଦେଉଥିଲୁ ହସି ଦେଉଥିଲୁ
ଇହାଦେ ଗୁରି ଭେଟଲେ ଯାହିଁ ପୁରା ଇଗ୍ନୋର ମାଏଲା
ଯେତେ କଲ କଲେ ମେସେଜ କଲେ ରେପିଲେ ନାଇ ଦେଲା ....
କାଣା ହେଇଗଲା ସଜନି କେ କାଣା
ହେଇଗଲା
କାଣା ହେଇଗଲା କାଣା ହେଇଗଲା
ଦିନେ କଥା ନାଇ ହେଲେ
କିଛି ରୁଚୁ ନାଇ ଥାଇ
ଚାଟିଙ୍ଗ କରି କରି ବାଉରି ଲୋ
କେତେ ରାତି ନାଇ ସୁଇ
କେତେ ରାତି ନାଇ ସୁଇ
ଇହାଦେ ଗୁରି
କଲୁ ସେଟଟିଙ୍ଗ
ଗୁଟେ ନୂଆ ଦିଲବାଲା
ମତେ ମିଲୁ ଥିଲା ଜେନ ଲାଡ
ସବୁ ସେ ନେଇ ଗଲା ....
କାଣା ହେଇଗଲା ସଜନି କେ କାଣା
ହେଇଗଲା
କାଣା ହେଇଗଲା କାଣା ହେଇଗଲା
ଆରେ ରେ ବାବୁ ସୋନା ବଲି ବଲି କହି କରି ଅସତି ରେ ଅସତି
ମଉକା ଦେଖି ଫାଇଦା
ଉଠାସି
ତୁଇ ରାନୀ ବନେଇ ସତେ ରଖି
ଥିବୁ ଯେତେ ଯତନ ଥି ଯେତେ ଯତନ ଥି
ଦୁହି ଗଲେ ଚୂନା ଲଗେଇ ଦେସି
ଏହାଦେ ଗୂରି ପସତେଇ କରି
ହେଇ ଫୁସଲେଇ ଆଏଲା
ବାର ଆଡେ ଧନ ନନୀର ମନ
କେଭେ ନାଇ ସୁଧରିଲା ....
କାଣା ହେଇଗଲା
କାଣା ହେଇଗଲା ସଜନି କେ କାଣା
ହେଇଗଲା
କାଣା ହେଇଗଲା କାଣା ହେଇଗଲା
କାଣା ହେଇଗଲା କାଣା ହେଇଗଲା
.jpg)