Aamar Padar Malmali Lyrics
କିଏ
କହୁଛେ ଟାଟୂ ବାଲି
କିଏ
କହୁଛେ ପୁଚକି ଗାଳି
ବୁଆ
ଗୋ ମୋର ସୁନାର ଥାଳି
ହଏ
ଗୋ ଆମର ପଡାର ମଳମାଳି
ଟୋରୋ
ଟୋରୋ ଚାଲି
ହଏ
ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି
ଘାଏ
କେ ଘାଏ ବାହାରୁଛୁ ପଡାକେ ବୁଲି
ହଏ
ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି
ଘାଏ
କେ ଘାଏ ବାହାରୁଛୁ ପଡାକେ ବୁଲି
ରୂପବତୀ
ମୁଇ ସୁପର ବିଉଟି
ଚାଲିଗଲେ
ମୁଇ ସତେ ବାଜୁଚ୍ଛେ ସିଟି
ରୂପବତୀ
ମୁଇ ସୁପର ବିଉଟି
ଚାଲିଗଲେ
ମୁଇ ସତେ ବାଜୁଚ୍ଛେ ସିଟି
ଷ୍ଟାଇଲ
ମୋର ସ୍ମଇଲ ନିଶା ମହୁଳି
ଆଁ କରି
ଦେଖୁଥା ରେ ମତେ ଟିଙ୍ଗାଳୀ
ଏ
ହେ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି
ଘାଏ
କେ ଘାଏ ବାହାରୁଛୁ ପରାକେ ବୁଲି
ଚାନଲି
ଥି ଦେମି ତତେ ଛାନି ଗୋ ହିରୋଗିରି ଛଡେଇ ଦେମି ନାଇ ଜାନି
ଏତକି
ସୁନ୍ଦର କାଏଁ ଯେ ହେଲୁ ଲୋ ସଜନି ଡପକୁଛୁ ଲୋ ତତଲା ପାନୀ
ଲେହେଙ୍ଗା
ଥି ଲଟକେଇ ଦେମି ମୋର ମୁଡର ଲାଲୀ ପିଞ୍ଜରା ଥି ତ ଭରି ଦେମି
ଚିଡିଆ
ଖାନା ନେଲେ ଜିମି ଲୋ ସେରନି ତୋର ପ୍ରେମ ଜଳେ ବାନ୍ଧି ଛନ୍ଦି ହେମି
ଲାଗି
ଯିବା ଯଦି ମହନି ଅଠା
ମହୁ ବି ତତେ ଲାଗବା ସିଠା
ଲାଗି
ଯିବା ଯଦି ମହନି ଅଠା
ମହୁ
ବି ତତେ ଲାଗବା ସିଠା
ତୋର
ସପନ ଭରମ ସବୁ ଯିବୁ ରେ ଭୁଲି
ଆଁ କରି
ଦେଖୁଥା ରେ ମତେ ଟିଙ୍ଗାଳୀ
ହଏ
ଗୋ ହଏ ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି
ଘାଏ
କେ ଘାଏ ବାହାରୁଛୁ ପରାକେ ବୁଲି
ଦେଖତ
ପିଲାର ଗୁଲଗୁଲା ରେ ଟୁପାଡାବୁ ସୃ ଅଛେ ପୁରା ଢିଲା
ଓ
ହୋ ବନେଇ ପକା ଜିଗର ବାଲା ତୋର ଚେହେରା ଥୀ ମନ ସତେ ରସି ଗଲା
କୁଆ
କଲା କୁଇଲି କଲା ରେ କଲା ମୁହାଁ ଦରପନ ଦେଖି ଭାଙ୍ଗି ଗଲା
ରଙ୍ଗୀନ
ଲେଲା ମଧୁବାଲା ତୋର ଗୁରି ଗଲେ ଏଡଭାନ୍ସ ପପି ଫ୍ରୀଜ ହେଲା
କଥା
କହି ଜାନୁ ବାବୁ ରେ ତୁଇ ମାନି ଜିମି ମୁଇ ମନାବୁ ତୁଇ
ମୋର
ଲାଗି ତୋର ଲାଗି ଯେତେ ଗହଳି
ଆଁ କରି
ଦେଖୁଥା ରେ ମତେ ଟିଙ୍ଗାଳୀ
ହଏ
ଗୋ ହଏ ଗୋ ଆମର ପଡାର ମଳମାଳି ଟୋରୋ ଟୋରୋ ଚାଲି
ଘାଏ
କେ ଘାଏ ବାହାରୁଛୁ ପରାକେ ବୁଲି