Chatni Kaise Bani Lyrics | Sambalpuri Song Chatni Kaise bani Lyrics in odia
ହାଏ ରେ ମୋର ସଜନି
ତୁଇ ମୋର ଦିଳ କି
ରାନୀ
ହାଏ ରେ ମୋର ସଜନି
ତୁଇ ମୋର ଦିଳ କି
ରାନୀ
ଲଗେଇ ଦେଲୁ କାଏ
ମହନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ଉଦିଆ ତରା ଦେଇଦେ
ଧରା
ଛାଡି ଦେ ଧନ ଏତେ
ନଖରା
ଲଗେଇ ଦେଲୁ କାଏ
ମହନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ସରଗର ଉପସରା ବିଉଟିଫୁଲ ଚେହେରା
ବାଇକଲା ଧନ ରେ ତୋର
ଆଖିର ଠରା ନରା
ସରଗର ଉପସରା ବିଉଟିଫୁଲ ଚେହେରା
ବାଇକଲା ଧନ ରେ ତୋର
ଆଖିର ଠରା ନରା
ଦିଳ ଦେଇଦେଲି ତତେ
ଗୋ ରାନି
ଶିୟର ବନମି ତତେ
ମୋର ସଜନି
ଦିଳ ଦେଇଦେଲି ତତେ
ଗୋ ରାନି
ଶିୟର ବନମି ତତେ
ମୋର ସଜନି
ଚଖେଇ ଦେଲୁ କାଏ
ମହନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ପ୍ୟାରି ମୋର ସଜନି
ମୋର ଫୁଲେଈ ରାନୀ
ମୂହ ମଳକା କଥା
ତୋର ଦିଳ ନେଉଛେ ଘିନି
ପ୍ୟାରି ମୋର ସଜନି
ମୋର ଫୁଲେଈ ରାନୀ
ମୂହ ମଳକା କଥା
ତୋର ଦିଳ ନେଉଛେ ଘିନି
ଚଖେଇ ଦେଲୁ ତୁଇ
ପ୍ୟାର ବାଲା ଚଟନୀ
ମତେ ପ୍ୟାର ହେଇଗଲା
ତୋର ସଙ୍ଗେ ରେ ନନୀ
ଚଖେଇ ଦେଲୁ ତୁଇ
ପ୍ୟାର ବାଲା ଚଟନୀ
ମତେ ପ୍ୟାର ହେଇଗଲା
ତୋର ସଙ୍ଗେ ରେ ନନୀ
ଲଗେଇ ଦେଲୁ କାଏ
ମହନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
ତେରେ ତେରେ ତେରେ
ତେରେ ତେରେ ବିନା ସଜନି ଚଟନି କେୟସେ ବନି
.jpg)