Thursday, December 14, 2023

MALI TAGARA KE KALA BHAMARA Karaoke Sambalpuri

 ଆଖି ମାରି କଳା କଜଳୀ

ସରମି ଲତା ଚମ୍ପା ନିଆଳି 

ଆଖି ଆଖି କହୁ କଥା 

ମହକୁ ଥିଶୁ ତୁଇ ଲୋ କିଆ କହ୍ନର

ମୁଇ ତୋର କଳା ଭମର

ହାଏ ରେ ମଲି ଟଗର 



ଶିଖିଛୁରେ ପଟି ମରା 

ତୁଇ ତ ପିଲା ଆଉ ବଡା ଚତୁର 

ଯାରେ ଯା  କଳା ଭମର 

ମୁଇ ନୁହେ ମଲି ଟଗର 

ହାଏ ରେ ମଲି ଟଗର 



ସୁରୁ ବାଲି ସଜନି ଲୋ

ମରୁ କେତେ ଫୁଟାନୀ ଲୋ  

ସବୁ ବେଳେ ପଛେ ପଡି ଥିଶୁ ରେ

କଉରା ଲେଖେ ହେସୁ ତୁଇ ଖାଲି ରେ 

ବୁଲେଇ ହେସୁ ବୁଲେଇ ନନି

ମୁଇ ପରେ ତୋର ଆଏ ରସ ନଗର 

ମୁଇ ତୋର କଳା ଭମର

ହାଏ ରେ ମଲି ଟଗର 

ମୁଇ ନୁହେ ମଲି ଟଗର 


ମନ କେ ମୋର  ତୁଇ ବୁଝି ପକାନ 

ରସାଳୀ ଲୋ ତୁଇ ରସେଇଛୁ ତୁଇ ମନ 

ଜାନୁଛେ ତୁଇ ମଗୁଛୁ ମନ

ଦିନେ ତାର ତୁଇ ଦେଖୁ ଥିବୁ ନ

ଆଲେଗଲେ  କାଇଁ ହେଲାଜେ 

 କରସୁ ମତେ ତୁଇ  ପିଲା  ନଜର 

ମୁଇ ତୋର କଳା ଭମର

ମୁଇ ନୁହେ ମଲି ଟଗର 

#SambalpuriKaraoke #KaraokeWithLyrics #altamakhi #SambalpuriSongs #SingAlongKaraoke #MusicalJourney #labanya #newsambalpuri #singer #sambalpurisingbaja #karaokestar #sambalpurisongs #musicaljourney #sambalpuriinstrumental #sambalpuriinstrumentalmusic #sambalpurisingbaja #sambalpurisinger #labanya #Alta Makhi Karaoke Sambalpuri song #MALI _TAGARA _KE _KALA _BHAMARA Audio Credit:- Singer - Ruku Suna & Ipsita Sahu Music - Kamalesh Chakraborty Lyrics - Dilip Singh Vst - John Niranjan Pandey Mpc - Bishikeshan Deep Mixing Mastering - MRR Studio Cuttack


No comments:

Post a Comment

Kana Heigala Sajani Ke Lyrics Sambalpuri

  ସଜନି କାଣା ହେଇଗଲା କାଣା ହେଇଗଲା ପହେଲା ପହେଲା ଦେଖୁଥିଲୁ ଯେ ଲାଜେ ହେଉଥିଲୁ ଲାଜେ ହେଉଥିଲୁ ସାଙ୍ଗ ସାଥିର ଭିଲେ ଚହରା ଦେଇ ଲୋ ହସି ଦେଉଥିଲୁ ହସି ଦେଉଥି...