Saturday, September 14, 2024

Sundri Janha Sambalpuri Song Lyrics

 Sundri Janha Sambalpuri Song  Lyrics 



ଲୁକି ଲୁକି ଦେଖି ଚୁରଲା ମନ

ଚୁରେଇନେଲା ମୋର ଆଖିର ସପନ ରେ

ଦିୱାନା ମୁଇ............ ଦିଲ ଦେଇଛେ

ଏ ମୋର ସୁନ୍ଦରୀ  ଜନ୍ହ କେ ଭଲ ପଛି

 

ମାନେ ରଖିଛେ ମୁଇ କରି ଯତନ

ଆଖି ବସି କରି ଦେଖେ ସପନ ରେ

ଦିୱାନି ମୁଇ ....ମନ ହରିଛେ

ସୁନ୍ଦର ରାଜା କେ ଭଲ ପାଉଛେ

ହାଏ ରେ ସୁନ୍ଦର ରାଜା କେ ଭଲ ପାଉଛେ

 

 



ହାଏ ରଙ୍ଗେ ଢଙ୍ଗେ ରଙ୍ଗେଳି ରାନୀ ଚାଲି ତାର ଗଜଗମନୀ

ହସି ନେ ତୋ ମହନି ଝରେ ମୋର ସଜନି

ଫୁଲେ ଫୁଲେ ଫୁଲ ରସିଆ କଜଳେ ମୋର ମନ ବାସିଆ

ତୋର ଲାଗି ମୋର ମୁଲକି ହସି ଚାଖି ଚାହାନି

ଏତେ ଭଲ ତାକେ ମୁଇ ପାଇ ଗାଳି ନ

ଇ ଦେଖା ଦେଲେ ଜଳୁଛେ ମନ ରେ

ଦିବାଣୀ ମୁଇ ....ମନ ହରିଛେ

ସୁନ୍ଦର ରାଜା କେ ଭଲ ପାଉଛେ

ହାଏ ରେ ସୁନ୍ଦରୀ ଜହ୍ନକେ ଭଲ ପାଉଛେ

 

 

ଭାବୁଥିଲେ ଭାବୁଥିସୀ ନ କିଏ ଜାନେ କେନତା ହେବା ନ

କହଲେ ବି କହି ନାଇ ପରେ ଲାଜେ ମଲି ନ

ଏତେ ସୁନ୍ଦର ମୋର ପ୍ରିୟା ରେ ମହକିସି ହେନା କିଆ ରେ

ଗୁମାନୀ ମୋର କରେ ଗୁମାନ ସବୁ ଯାନୀ ରେ

ଅଭୁଜ ମନ ଟା ନାଇ ବୁଝେ ତାର ବାଟ କେ ମୁଇ ଜୁଗିଥିଷୀ ନ ରେ

ଦିବାନ ମୁଇ............ ଦିଲ ଦେଇଛେ

ଏ ମୋର ସୁନ୍ଦରୀ  ଜନ୍ହ କେ ଭଲ ପଛି

ହାଏ ରେ ସୁନ୍ଦର ରାଜା କେ ଭଲ ପାଉଛେ





Kana Heigala Sajani Ke Lyrics Sambalpuri

  ସଜନି କାଣା ହେଇଗଲା କାଣା ହେଇଗଲା ପହେଲା ପହେଲା ଦେଖୁଥିଲୁ ଯେ ଲାଜେ ହେଉଥିଲୁ ଲାଜେ ହେଉଥିଲୁ ସାଙ୍ଗ ସାଥିର ଭିଲେ ଚହରା ଦେଇ ଲୋ ହସି ଦେଉଥିଲୁ ହସି ଦେଉଥି...